Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
ranjannanda71_3
ରାଉରକେଲା ମ୍ୟୁନିସିପାଲଟି: ଜିଲ୍ଲାର ଆପତକାଲିନ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
Raurkela M, Sundargarh
| Aug 7, 2026
MORE NEWS
ବିରମିତ୍ରପୁର - ରାଏବଗା ରୋଡ ରେ ବୁଲୁଛି ବଣୁଆ ଦନ୍ତା ହାତୀ । ଲୋକେ ଆତଙ୍କିତ। ବନ ବିଭାଗ ଏବଂ ସ୍ଥାନିୟ ଲୋକଙ୍କ ଦ୍ୱାରା ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି। #biramitrapur #odisha
Raurkela M, Sundargarh | Aug 7, 2026
BIG DRUG BUST IN SUNDARGARH Hemgir Police busted an alleged heroin (brown sugar) racket during a late-evening raid near Duduka College playground. * 2 accused arrested Bhabani Naik (39), Duduka * Manoj Bhoi (39), Titheitangar Police seized: 8.12 grams of suspected heroin (Brown Sugar) ₹10,510 cash 2 mobile phones A case has been registered under Sections 21(b)/29 of the NDPS Act, and both accused have been produced before the court. Further investigation is underway. #Hemgir #Sundargarh #BrownSugar #Heroin #DrugBust #OdishaPolice #CrimeNews #BreakingNews #SatyaNewsAlert
Raurkela M, Sundargarh | Aug 7, 2026
#ପୁରୀକୁ_ମାଡ଼ିଆସିଲା_ବିରାଟ_ଏରୋପ୍ଲେନ୍✈️ ଏଣିକି ଏରୋପ୍ଲେନ୍ ଭିତରେ ବସି ଖାଦ୍ୟପେୟର ମଜା ନେବେ ପର୍ଯ୍ୟଟକ। ସାତପଡ଼ା ରାସ୍ତାରେ ଏକ ନିଆରା ଶୈଳୀରେ ଖୋଲିବାକୁ ଯାଉଛି ଏହି ଏରୋପ୍ଲେନ୍ ରେଷ୍ଟୁରାଣ୍ଟ । ଖାଇବା ସହ ଏରୋପ୍ଲେନ୍ ଭିତରେ ବସିବାର ମିଳିବ ନୂଆ ଅନୁଭୂତି । #everyonefollowers #highlightseveryone #viralchallenge #viralpost #nonfollowers #trendingnow #foryoupageシ #treanding #odishacitynews #odishacitynewspage #viralpostviralpost #nonfollowersandfollowers #nonfollowersfriends #nonfollowersviewers #nonfollowerseveryone
Raurkela M, Sundargarh | Aug 7, 2026
ବିକ୍ରି ହେଲା ଏଲ୍ଆଇସି ଅଂଶଧନ; ୩୧,୫୫୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ ବିକ୍ରି ହୋଇଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଂଶଧନ। ଅଫର ଫର୍ ସେଲ୍ (ଓଏଫ୍ଏସ୍) ଜରିଆରେ ବୀମା କମ୍ପାନୀର ୬.୫% ଅଂଶଧନ ବିକ୍ରି କରିଛନ୍ତି କେନ୍ଦ୍ର ସରକାର। ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ଏଲ୍ଆଇସିରେ ସରକାରଙ୍କର ୯୬.୫% ଅଂଶଧନ ରହିଥିଲା, ଯେତେବେଳେ କି ସର୍ବସାଧାରଣଙ୍କର କେବଳ ୩.୫% ଅଂଶଧନ ଥିଲା। ଓଏଫ୍ଏସ୍ରେ ୩୧,୫୫୨ କୋଟି ଟଙ୍କା ମୂଲ୍ୟର ମୋଟ ୮୨ କୋଟିରୁ ଅଧିକ ସେୟାର ଆବଣ୍ଟିତ କରାଯାଇଥିଲା। ତେବେ ଏଲ୍ଆଇସିରେ ଥିବା ସରକାରଙ୍କ ଅଂଶଧନକୁ ବଡ଼ ରିଆତି ମୂଲ୍ୟରେ ବିକ୍ରି କରାଯାଇଥିବା ଜଣାପଡିଛି। ବିକ୍ରି ପାଇଁ ସରକାର ଆଣିଥିବା ଏହି ଅଫର ଫର୍ ସେଲ୍କୁ ବମ୍ପର ସବସ୍କ୍ରିପସନ ମିଳିଛି। ହେଲେ ଅଂଶଧନ ବିକ୍ରି ପରେ ଏଲ୍ଆଇସିର ସେୟାର ମୂଲ୍ୟରେ ୯% ହ୍ରାସ ଘଟିଛି। ଅଫର ଫର୍ ସେଲ୍ରେ ଏଲ୍ଆଇସିର ସେୟାର ପିଛା ମୂଲ୍ୟ ୩୮୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା,ଯେତେବେଳେ କି ଓଏଫ୍ଏସ୍ ଘୋଷଣା ପୂର୍ବରୁ ଏହାର ସେୟାର ପିଛା ମୂଲ୍ୟ ୪୨୮.୫୦ ଟଙ୍କା ରହିଥିଲା। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ସରକାର ଏଲ୍ଆଇସିର ଅଂଶଧନକୁ ୧୦.୯% କମ୍ ମୂଲ୍ୟରେ ବିକ୍ରି କରିଛନ୍ତି। ଏହି ସେଲ୍ ଜରିଆରେ ସରକାରଙ୍କୁ ୩୧,୫୫୨ କୋଟିରୁ ଅଧିକ ଟଙ୍କାର ରାଜସ୍ବ ମିଳିଛି। ଏଲ୍ଆଇସି ଅଂଶଧନ ବିକ୍ରି ପାଇଁ ପ୍ରସ୍ତାବିତ ଓଏଫ୍ଏସ୍ ଦୁଇ ଦିନ ମଧ୍ୟରେ ସମାପ୍ତ ହୋଇଛି। ପ୍ରାରମ୍ଭରେ କମ୍ପାନୀର ୨.୫% ଅଂଶଧନ ବ୍ରିକି ଯୋଜନା ରଖାଯାଇଥିବାବେଳେ ପରେ ଏହାକୁ ୬.୫% ଯାଏ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ଶେଷ ପର୍ଯ୍ୟନ୍ତ ସରକାର ଏଲ୍ଆଇସିରୁ କେତେକ ପ୍ରତିଶତ ଅଂଶଧନ ବିକ୍ରି କରିବେ ତାହାକୁ ସାର୍ବଜନୀନ କରି ନ ଥିଲେ। ଶେଷରେ ଏହି ସେଲ୍କୁ ନିବେଶକମାନଙ୍କଠାରୁ ବେଶ ଭଲ ପ୍ରତିକ୍ରିୟା ମିଳିଛି। ଅଫର ଫର୍ ସେଲ୍ (ଓଏଫ୍ଏସ୍) ମାଧ୍ୟମରେ ଏଲ୍ଆଇସିର ସେୟାର କମ୍ ମୂଲ୍ୟରେ ଉପଲବ୍ଧ ହେବା ଜଣାପଡିବା ପରେ, ଖୋଲା ବଜାରରେ କ୍ରୟ ମନ୍ଥର ହୋଇଯାଇଥିଲା, ଯାହା ଫଳରେ ସେୟାର ମୂଲ୍ୟ ଓଏଫ୍ଏସ୍ ମୂଲ୍ୟର ନିକଟତର ହୋଇଥିଲା। ଏଲ୍ଆଇଇସିର ଏହି ଅଫର ଫର୍ ସେଲ୍ରେ ସରକାର ‘ଗ୍ରୀନ୍ ସୁ ଅପ୍ସନ୍‘ ବ୍ୟବହାର କରିଛନ୍ତି।
Raurkela M, Sundargarh | Aug 7, 2026
ପ୍ରତିଶ୍ରୁତି ଦେଇ ପ୍ରତାରଣା । ରାଉରକେଲା ଏୟାରପୋର୍ଟକୁ ଅଣଦେଖା। କାଲି ଠାରୁ କଲିକତା, ଜବଲପୁର, ରିୱା, ଭୋପାଲରେ ଚାଲୁଛି ଏଲେନ୍ସ ଏୟାର କିନ୍ତୁ ରାଉରକେଲାରେ ଅକ୍ଟବରରେ ଚାଲିବନି ବିମାନ କହିଛନ୍ତି ଏଲେନ୍ସ ଏୟାର ଚେୟାରମ୍ୟାନ ରାଜଶ୍ରୀ ସେନ #rourkela #airport #india #odisha #cmodisha #pmindia
Raurkela M, Sundargarh | Aug 7, 2026