ତାଳଚେରରେ ପୁଣି ଥରେ ଏକ ଦୁଖଃଦ ଖବର ଦେଖିବାକୁ ମିଳୁଛି ଜଗନ୍ନାଥ ମନ୍ଦିର ତୁଠରୁ ଜଣେ ବରିଷ୍ଠ ବ୍ୟବସାୟୀ ରେମୁଆଁ ଅଂଚଳର ବିକେନ୍ଦ୍ର ଦ୍ୱିବେଦୀ ରାତି 9ଟା ସମୟରେ ପାଣିରେ ବୁଡି ନିଖୋଜ ହୋଇଥିବାର ସୂଚନା ମିଳୁଛି l ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି,ଏହାର ଖବର ଶୁଣି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ#ତାଳଚେର#ଅନୁଗୋଳ#damantv
Anugul, Angul | Sep 8, 2026