ଘଣ୍ଟାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଘଣ୍ଟାପଡା ପୋଲିସ ଟିମ୍ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।
ଏହି ସଫଳତା ସମ୍ପର୍କରେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ (SP) କୁଲଦିପ ମୀନା, ଏସଡିପିଓ (SDPO) ଲରେନ ରାଉତରାୟ ଏବଂ ସ୍ଥାନୀୟ ଆଇଆଇସି (IIC)। ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।
#OdishaPolice #Ghantapada #DrugSeizure #GanjaSeizure #BoudhPolice #LawAndOrder #ActionAgainstDrugPeddling
Baudh Sadar, Boudh (Bauda) | Jun 22, 2026