ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବିଧାୟକଙ୍କ 1980 ଦଶକର AI ଏଡିଟ୍ ଫଟୋ ହେଲା ସୋସିଆଲ ମିଡିଆରେ ଟ୍ରେଣ୍ଡ
ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କ 1980 ଦଶକର ଷ୍ଟାଇଲରେ AI ଦ୍ୱାରା ଏଡିଟ୍ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭୀଷଣ ଚର୍ଚ୍ଚାରେ ଅଛି। ପୁରୁଣା ଫ୍ୟାସନ ଡିଜିଟାଲ ରୂପେ ପ生୍ରତିଥାପିତ ହୋଇ ନୂତନ ଟ୍ରେଣ୍ଡ ଭାବରେ ଉଦୟ ହେଉଛି।