ପାରଳାଖେମୁଣ୍ଡି: ଗଜପତିରେ ପାଳିତ ହେଲା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ, ଚାଷୀଙ୍କୁ ମିଳିଲା ସମ୍ବର୍ଦ୍ଧନା
ଗଜପତି ଜିଲ୍ଲା କୃଷି ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିରେ ଆୟୋଜିତ ହେଲା ମାଣ୍ଡିଆ ଦିବସ ଓ ଶ୍ରୀଅନ୍ନ ଅଭିଯାନ। ଏଥିରେ ଜିଲ୍ଲାର ୧୦ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମାଣ୍ଡିଆ ଚାଷର ଉପକାରିତା ଉପରେ ଆଲୋକପାତ କରାଯାଇଛି।