Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ସମ୍ବଲପୁର ମ୍ୟୁନିସିପାଲଟି: ତେଲିବେର୍ଣ୍ଣାକୁ ପରିଦର୍ଶନ କରି ରାସ୍ତା ଅସୁବିଧା ନେଇ ଲୋକଙ୍କ ସହ ଆଲୋଚନା କଲେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉପସଭାପତି ମାଧମ ମିର୍ଦ୍ଧା

Sambalpur M, Sambalpur | Jul 16, 2025
ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉପସଭାପତି ମାଧମ ମିର୍ଦ୍ଧାଙ୍କ ଜିଲ୍ଲାର ଡକରା ଗ୍ରାମ ପଞ୍ଚାୟତର ସୁବନପୁର ତେଲିବେର୍ଣ୍ଣା କୁ ପରିଦର୍ଶନ କରି ଏଠାରେ ଥିବା ରାସ୍ତା ଅସୁବିଧା ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ମିର୍ଦ୍ଧା ତେଲିବେର୍ଣ୍ଣା ରେ କଂକ୍ରିଟ ରାସ୍ତା ନଥିବା ବେଳେ ବର୍ଷା ସମୟର କାଦୁଅ ରାସ୍ତା ନେଇ ଜନସାଧାରଣ ଅସୁବିଧା ଭୋଗୁଥିବାର ଏହାର ସମାଧାନ ନେଇ ଲୋକଙ୍କ ସହ ଆଲୋଚନା କରି ଏନେଇ ଫୋନ୍ ମାଧ୍ୟମରେ ମାନେଶ୍ୱର ବିଡ଼ିଓଙ୍କ ଆଲୋଚନା କରିଥିବା ବେଳେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହାର ସ୍ଥାୟୀ ସମାଧାନ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

MORE NEWS