ତଲସରା: କନା କୁଣ୍ଡ ଠାରେ ଏନଆଇଟି ଛାତ୍ର ନିଖୋଜ ଘଟଣା ବର୍ତ୍ତମାନ ସୁଦ୍ଧା ସନ୍ଧାନ ମିଳିନଥିବା ସୂଚନା
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକର କନାକୁଣ୍ଡ ଠାରେ ଗତକାଲି ନିଖୋଜ ରହିଥିବା ଏନଆଇଟି ଛାତ୍ର ଦିପେସ ପ୍ରଧାନ ଙ୍କର ବର୍ତ୍ତମାନ ସୁଦ୍ଧା ସନ୍ଧାନ ମିଳିନଥିବା ସୂଚନା ମିଳିଛି। ତେବେ ଆଜି ଦିନ ସାରା ସର୍ଚ ଅପରେସନ ଜୋରଦାର କରାଯାଇଛି।