ତଲସରା: ବଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ସାଂସଦ କ୍ରୀଡ଼ା ମସାଲ କୁ ସ୍ବାଗତ ସମ୍ବର୍ଦ୍ଧନା
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ସାଂସଦ କ୍ରୀଡ଼ା ମସାଲ କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବଡ଼ଗାଁ ବ୍ଳକ ସାଂସଦ ପ୍ରତିନିଧି ଶିଶିର ରାଉତରାୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ଗ୍ରାମ ପଞ୍ଚାୟତ ବଡ଼ଗାଁ ହାଇସ୍କୁଲ ଓ ବଡ଼ଗାଁ ଆଇଟିଆଇ ସହ ଦେଓକରଣପୁର ହାଇସ୍କୁଲ ରେ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।