ଲାଞ୍ଜିଗଡ: ମହାସମାରୋହର ସହିତ ମହୁଲପାଟଣା ଠାରେ ମାଣବସା ଗୁରୁବାର ପାଇଁ ଲକ୍ଷ୍ମୀ ପୂଜା ଆୟୋଜିତ
ମାର୍ଗଶିର ମାସ ଶେଷ ଗୁରୁବାର । ମାଣବସା ଗୁରୁବାର ଲକ୍ଷ୍ମୀଙ୍କର ପୂଜା କାର୍ଯ୍ୟ ମହା ସମାରୋହରେ ମହୁଲପାଟଣା ଠାରେ ଆୟୋଜନ କରାଯାଇଛି। ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟାରେ ଜଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ଆଜି ବୁଧବାର ସକାଳୁ ଏହି ପୂଜା କାର୍ଯ୍ୟ ଆରମ୍ଭ ହେଇଛି।