ଗରଦପୁର: କେନ୍ଦ୍ରାପଡ଼ାରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ପୂର୍ବତ୍ତନ ଓାର୍ଡ ସଭ୍ୟଙ୍କ ମୃତ୍ୟୁ
Garadpur, Kendrapara | Sep 8, 2026
ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ବେଡାରୀ ଗ୍ରାମରେ ଏକ ଦୁର୍ଘଟଣା ଘଟିଥିଲା, ଯାହାରେ ପୁର୍ବତ୍ତନ ଓାର୍ଡ ସଭ୍ୟ ସଂଜୟ ସାହୁଙ୍କ ମୃତ୍ୟୁ ଘଟିଛି। ସେ ଭୁବନେଶ୍ୱର ହସ୍ପିଟାଲକୁ ନେଉଥିବା ସମୟରେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା।