ସତ୍ୟବାଦୀ: ସତ୍ୟବାଦୀ ପରହାଟରେ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
Satyabadi, Puri | Nov 15, 2026 ସତ୍ୟବାଦୀ ବ୍ଲକ ମୂଳଅଳସା ପଞ୍ଚାୟତର ପରହାଟ ଗ୍ରାମରେ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଏକତା ଓ ଭାଇଚାରା ବୃଦ୍ଧି ପାଉଛି।