ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରକୁ ଆଜି ସପ୍ତପୁରୀ ତାଡ଼ ବିଜେ ହେଲା, ଆସନ୍ତାକାଲି ହେବ ସପ୍ତପୁରୀ ଅମାବାସ୍ୟା
Puri M, Puri | Sep 10, 2026 ଚତୁର୍ଦ୍ଦଶୀ ତିଥିରେ ଆଠରନଳାସ୍ଥିତ ଆଲାମଚଣ୍ଡୀ ମନ୍ଦିରରୁ ସଂଗ୍ରହ ହୋଇଥିବା ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଆସନ୍ତାକାଲି ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ତିଥିରେ ମହାପ୍ରଭୁ ସାତ ପୁର ଦିଆ ପିଠା ଭୋଗ କରିବେ।