ଜଗତସିଂହପୁର: ଜଗତସିଂହପୁରରେ ଲକ୍ଷ୍ମୀପୂଜା: ବିଭିନ୍ନ ମଣ୍ଡପ ବୁଲିଲେ ବିଧାୟକ ଅମରେନ୍ଦ୍ର ଦାସ
ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅୟର ଓ ସମଙ୍ଗ ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କଲେ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ । ମା' ମହାଲକ୍ଷ୍ମୀଙ୍କ ଦିବ୍ୟଦର୍ଶନ କରି ଆଶୀର୍ବାଦ ଲୋଡିଲେ ବିଧାୟକ ।