ବ୍ରହ୍ମପୁର MKCG ମେଡିକାଲରେ କନ୍ଧମାଳ ଜିଲ୍ଲାର ଜଣେ ମହିଳା ଦୁଇଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟି ବର୍ତ୍ତମାନ SNCU ରେ ଚିକିତ୍ସାଧୀନ ରହିଛି।