Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ଦେବଗଡ: ଡିମିରିମୁଣ୍ଡା ନିକଟରେ ୯ ଟି ହାତୀର ଉପଦ୍ରବ

ରିଆମାଳ ବନାଂଚଳ ଟିଙ୍କବୀର ଫରେଷ୍ଟ ବିଟ ଅନ୍ତର୍ଗତ ଡିମିରିମୁଣ୍ଡା ନିକଟରେ ୯ ଟି ହାତି ରହିଥିବା ବେଳେ ଉପଦ୍ରବ ଜାରି ରହିଛି । ଉକ୍ତ ଅଂଚଳରେ ହାତୀ ଉପଦ୍ରବ ଥିବା ନେଇ ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ଡିମିରିମୁଣ୍ଡା ଖସଡା ଫରେଷ୍ଟରେ ଉକ୍ତ ହାତୀ ପଲ ରହିଥିବା ବେଳେ ରାତି ପରେ ଉପଦ୍ରବ ଆରମ୍ଭ କରିଥିବା ଜଣାପଡିଛି । ତେବେ ହାତୀପଲ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ଧ୍ୟାନ ଦେବା ସହିତ ଉକ୍ତ ଅଂଚଳରେ ବନବିଭାଗର କର୍ମଚାରୀ ପେଟ୍ରୋଲିଂ ଜାରି ରଖିଛନ୍ତି ।

MORE NEWS

ଦେବଗଡ: ଡିମିରିମୁଣ୍ଡା ନିକଟରେ ୯ ଟି ହାତୀର ଉପଦ୍ରବ - Debagarh News