ଜଟଣୀ: ଭୂଆସୁଣୀ ମନ୍ଦିର ଠାରେ ଜିପିଏଲଏଫ ପୁନଃ ଗଠନକୁ ବିରୋଧ କରି ମଦନପୁର ଜିପିଏଲଏଫ ସଭାନେତ୍ରୀ ପୁଷ୍ପାଞ୍ଜଳି ଜେନା ରଖିଲେ ପ୍ରତିକ୍ରିୟା
Jatani, Khordha | Sep 23, 2025 ଜଟଣୀ ଭୂଆସୁଣୀ ମନ୍ଦିର ଠାରେ ଜିପିଏଲଏଫ ପୁନଃ ଗଠନକୁ ବିରୋଧ କରି ମଦନପୁର ଜିପିଏଲଏଫ ସଭାନେତ୍ରୀ ପୁଷ୍ପାଞ୍ଜଳି ଜେନା ପ୍ରତିକ୍ରିୟା ରଖିଲେ | ସେ 23 ତାରିଖ ଅପରାହ୍ନ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |