Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଜୟପୁର: କିଛି ଲୋକ ରଥଯାତ୍ରାରେ ବିଭ୍ରାଟ କରୁଛନ୍ତି । ଜାଣିଶୁଣି ରଥକୁ କଡ଼ରେ ଲଗାଇଛନ୍ତି। ବଡ଼ ମେସିନ ଦ୍ୱାରା ବାହାର କରିବାକୁ ପଡିଛି। ଆଉ ସେମିତି ହେବନି। ଏଥର ଭିନ୍ନ ଶୈଳୀରେ ରଥ ନିର୍ମାଣ ହେଉଛି। ୨୦୧୪ ରୁ ଏଠି ବିଧାୟକ ହେବାପରେ ମୁଁ ନୂଆଁ ରଥ ନିର୍ମାଣ ପାଇଁ ଚାହୁଁଥିଲି। ଏବେ ତାହା ସମ୍ଭବ ହେଲା। ରଥ ନିର୍ମାଣ କାର୍ଯ୍ୟ ତଦାରଖ ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ସ୍ଥାନୀୟ ବିଧାୟକ ତାରା ବାହିନୀପତି।

Koraput Town, Koraput | Jul 9, 2026

MORE NEWS

ସରକାରୀ ବାବୁଙ୍କ କଳା ସାମ୍ରାଜ୍ୟ!

ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ଭିଜିଲାନ୍ସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା, ପ୍ଲଟ୍, ଦାମୀ ଗାଡ଼ି ଏବଂ କୋରାପୁଟରେ ଥିବା ୪ ମହଲା ବିଳାସପୂର୍ଣ୍ଣ ହୋଟେଲ ଠାବ ହୋଇଛି।

ଏହି ହୋଟେଲର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

ଏହି ଘଟଣାକୁ ନେଇ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।

#Openlensnews #VoiceOfKoraput #Koraput #Odisha #Vigilance #BreakingNews #DisproportionateAssets #KoraputNews

ସରକାରୀ ବାବୁଙ୍କ କଳା ସାମ୍ରାଜ୍ୟ! ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ଭିଜିଲାନ୍ସର ବଡ଼ ଚଢ଼ାଉ। ଚଢ଼ାଉ ବେଳେ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା, ପ୍ଲଟ୍, ଦାମୀ ଗାଡ଼ି ଏବଂ କୋରାପୁଟରେ ଥିବା ୪ ମହଲା ବିଳାସପୂର୍ଣ୍ଣ ହୋଟେଲ ଠାବ ହୋଇଛି। ଏହି ହୋଟେଲର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ। #Openlensnews #VoiceOfKoraput #Koraput #Odisha #Vigilance #BreakingNews #DisproportionateAssets #KoraputNews

Koraput Town, Koraput | Jul 13, 2026

କୋଲାବ ବିସ୍ଥାପିତଙ୍କ ଆନ୍ଦୋଳନ ତୀବ୍ର

କୋଲାବ ବିସ୍ଥାପିତ ମାନଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଶତାଧିକ ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ବିସ୍ଥାପିତ ପରିବାରମାନେ ଦୀର୍ଘଦିନ ଧରି ରହିଆସୁଥିବା ସମସ୍ୟାର ତୁରନ୍ତ ସମାଧାନ ସହ ନ୍ୟାୟସଙ୍ଗତ ଅଧିକାର ପ୍ରଦାନ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।

📍 ସମ୍ପୂର୍ଣ୍ଣ ଖବର ପାଇଁ ଆମ ପେଜ ସହ ଯୋଡ଼ି ରୁହନ୍ତୁ।

#Koraput #Kolab #DisplacedFamilies #KoraputNews #OdishaNews #OpenLensNews #VoiceOfKoraput

କୋଲାବ ବିସ୍ଥାପିତଙ୍କ ଆନ୍ଦୋଳନ ତୀବ୍ର କୋଲାବ ବିସ୍ଥାପିତ ମାନଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଶତାଧିକ ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ବିସ୍ଥାପିତ ପରିବାରମାନେ ଦୀର୍ଘଦିନ ଧରି ରହିଆସୁଥିବା ସମସ୍ୟାର ତୁରନ୍ତ ସମାଧାନ ସହ ନ୍ୟାୟସଙ୍ଗତ ଅଧିକାର ପ୍ରଦାନ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। 📍 ସମ୍ପୂର୍ଣ୍ଣ ଖବର ପାଇଁ ଆମ ପେଜ ସହ ଯୋଡ଼ି ରୁହନ୍ତୁ। #Koraput #Kolab #DisplacedFamilies #KoraputNews #OdishaNews #OpenLensNews #VoiceOfKoraput

Koraput Town, Koraput | Jul 13, 2026

ଭିଜିଲାନ୍ସ ଚଢଉ ବେଳେ କୋରାପୁଟ ଆଇଟିଡିଏର ପୂର୍ବତନ AEE ସଞ୍ଜୟ କେସପେଟାଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ ହୋଇଛି। ଅଧା ତାଲିକାରେ କଣ ସବୁ ସମ୍ପତ୍ତି ରହିଛି ତାହାର ହିସାବ ଦେଉଛନ୍ତି ଜୟପୁର ଭିଜିଲାନ୍ସ SP।

ଭିଜିଲାନ୍ସ ଚଢଉ ବେଳେ କୋରାପୁଟ ଆଇଟିଡିଏର ପୂର୍ବତନ AEE ସଞ୍ଜୟ କେସପେଟାଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ ହୋଇଛି। ଅଧା ତାଲିକାରେ କଣ ସବୁ ସମ୍ପତ୍ତି ରହିଛି ତାହାର ହିସାବ ଦେଉଛନ୍ତି ଜୟପୁର ଭିଜିଲାନ୍ସ SP।

Koraput Town, Koraput | Jul 13, 2026

ଭିଜିଲାନ୍ସ SPଙ୍କ ଚଢ଼ାଉ ସମ୍ପର୍କିତ ସୂଚନା @amoodishalive #news #VigilanceRaid #nonfollowers #highlightseveryone

ଭିଜିଲାନ୍ସ SPଙ୍କ ଚଢ଼ାଉ ସମ୍ପର୍କିତ ସୂଚନା @amoodishalive #news #VigilanceRaid #nonfollowers #highlightseveryone

Koraput Town, Koraput | Jul 13, 2026

🚨 ଜମି ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା 🚨

କୋରାପୁଟ ଜିଲ୍ଲାରେ କୋଲାବ ପ୍ରକଳ୍ପ ବିସ୍ଥାପିତ ପରିବାର ମାନେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସରକାରଙ୍କ ଦ୍ୱାରା ଥଇଥାନ ପାଇଁ ମିଳିଥିବା ପଟ୍ଟା ଜମିକୁ କିଛି ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତମାନେ।

ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ମହିଳା, ପୁରୁଷ ଓ ଶିଶୁମାନଙ୍କ ସହ ଧାରଣାରେ ବସିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
#Koraput #KolabProject #DisplacedFamilies #LandRights #Justice #Odisha #KoraputNews

🚨 ଜମି ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା 🚨 କୋରାପୁଟ ଜିଲ୍ଲାରେ କୋଲାବ ପ୍ରକଳ୍ପ ବିସ୍ଥାପିତ ପରିବାର ମାନେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସରକାରଙ୍କ ଦ୍ୱାରା ଥଇଥାନ ପାଇଁ ମିଳିଥିବା ପଟ୍ଟା ଜମିକୁ କିଛି ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତମାନେ। ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସମାଧାନ ନ ହେବାରୁ ମହିଳା, ପୁରୁଷ ଓ ଶିଶୁମାନଙ୍କ ସହ ଧାରଣାରେ ବସିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। #Koraput #KolabProject #DisplacedFamilies #LandRights #Justice #Odisha #KoraputNews

Koraput Town, Koraput | Jul 13, 2026

ଜୟପୁର: କିଛି ଲୋକ ରଥଯାତ୍ରାରେ ବିଭ୍ରାଟ କରୁଛନ୍ତି । ଜାଣିଶୁଣି ରଥକୁ କଡ଼ରେ ଲଗାଇଛନ୍ତି। ବଡ଼ ମେସିନ ଦ୍ୱାରା ବାହାର କରିବାକୁ ପଡିଛି। ଆଉ ସେମିତି ହେବନି। ଏଥର ଭିନ୍ନ ଶୈଳୀରେ ରଥ ନିର୍ମାଣ ହେଉଛି। ୨୦୧୪ ରୁ ଏଠି ବିଧାୟକ ହେବାପରେ ମୁଁ ନୂଆଁ ରଥ ନିର୍ମାଣ ପାଇଁ ଚାହୁଁଥିଲି। ଏବେ ତାହା ସମ୍ଭବ ହେଲା। ରଥ ନିର୍ମାଣ କାର୍ଯ୍ୟ ତଦାରଖ ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ସ୍ଥାନୀୟ ବିଧାୟକ ତାରା ବାହିନୀପତି। - Koraput Town News