କାମାକ୍ଷାନଗର: ଢେଙ୍କାନାଳରେ ଆରମ୍ଭ ହେଲା ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ, ଯକ୍ଷ୍ମା ରୋଗୀଙ୍କୁ ମିଳିବ ସହାୟତା
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମର ଶୁଭାରମ୍ଭ। ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସଦର ଓ ଭୁବନ ବ୍ଲକର ଯକ୍ଷ୍ମା ରୋଗୀଙ୍କ ଦାୟିତ୍ୱ ନିଆଯାଇଛି। ୧୯୫ ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯାଇଛି।