ସଦର: ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଅକାଳ ବିୟୋଗ
ବିଜେପି ପକ୍ଷରୁ ଶୋକସଭା
ଆଜି ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଅକାଳ ବିୟୋଗରେ ବିଜେପି ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭାର କାର୍ଯ୍ୟକ୍ରମ ହୋଇଯାଇଅଛି