ଦେବଗଡ: ଛେପିଲିପାଲିରେ ଆଣବିକ ଶକ୍ତି ପ୍ରକଳ୍ପକୁ ତୀବ୍ର ବିରୋଧ, ଜନ ଆନ୍ଦୋଳନ ଚେତାବନୀ
ଦେବଗଡ ତିଲେଇବଣି ବ୍ଲକର ଛେପିଲିପାଲି ପଂଚାୟତରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଗ୍ରାମବାସୀଙ୍କ ବିରୋଧ। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀଙ୍କୁ ଦିଆଗଲା ସ୍ମାରକପତ୍ର। ପୁନର୍ବିଚାର ନହେଲେ ବଡ ଆନ୍ଦୋଳନର ଚେତାବନୀ।