ଦେବଗଡ: ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଗଲେ ଦେବଗଡ଼ର 50 ଜଣିଆ ଟିମ୍
ରାଷ୍ଟ୍ରୀୟ ଏକତା ଦିବସ-2026ରେ ଯୋଗଦେବା ପାଇଁ ଦେବଗଡ଼ରୁ 50 ଜଣିଆ ଟିମ୍ ଗୁଜରାଟର କେଭାଡିଆ ଅଭିମୁଖେ ଯାତ୍ରା କରିଛନ୍ତି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏବଂ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡ ପତାକା ଦେଖାଇ ଟିମ୍କୁ ବିଦାୟ ଦେଇଥିଲେ। 3 ଜଣ ନୋଡାଲ ଅଫିସରଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ ଟିଟିଲାଗଡ଼ ଦେଇ ଗୁଜରାଟ ଯିବେ।