ନବୀନ ସରକାର ର ଶାସନ କ୍ଷେତ୍ରରେ ପୁଣି ଏକ ବିଫଳତା ,ଶ୍ରୀ କ୍ଷେତ୍ରରୁ ଆସିଲା ଅଭିଯୋଗ , ଆଜି ରାଷ୍ଟ୍ରିୟ ବାଳିକା ଦିବସରେ ଶ୍ରୀ କ୍ଷେତ୍ର ପୁରୀ ରେ ଏକ ୫ ବର୍ଷ ର ଶିଶୁ କୁ ଦୁଷ୍କର୍ମ , ଦୋଷୀ କୁ ତୁରନ୍ତ ଗିରଫ କରାଯାଉ ଏବଂ ଫାଶୀ ଦଣ୍ଡ ରେ ଦଣ୍ତିତ କରାଯାଉ .
1.1m views | Odisha, India | Jan 25, 2022