ହିନ୍ଦୋଳ: ଢେଙ୍କାନାଳ ରଜତ ନଗରାଜ କୁମାରୋତ୍ସବ 2026: ଯୁବ ପ୍ରତିଭାଙ୍କୁ ନେଇ ମତ ରଖିଲେ ପୌରାଧ୍ୟକ୍ଷା
ଢେଙ୍କାନାଳରେ ଆୟୋଜିତ ରଜତ ନଗରାଜ କୁମାରୋତ୍ସବ-୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର। ଯୁବପିଢ଼ିଙ୍କ କଳା ଓ ସଂସ୍କୃତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି।