ଚମ୍ପୁଆ: ଚମ୍ପୁଆ ବ୍ଲକରେ ପାଳିତ ହେଲା ଅଙ୍ଗନକା ଉତ୍ସବ ଓ ରାଷ୍ଟ୍ରୀୟ ପୋଷଣ ମାସ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଛି। ଏହି ଅବସରରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।