#ସୁବର୍ଣ୍ଣପୁର_ଜ଼ିଲ୍ଲା_କଂଗ୍ରେସ_କମିଟି_ତରଫରୁ_ଶୋକସଭା
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଅଞ୍ଚଳର କଂଗ୍ରେସ ଦଳର ଅନ୍ୟତମ ଟାଣୁଆ ନେତା ତଥା ଲୋକପ୍ରିୟ ବ୍ୟକ୍ତିତ୍ୱ ମହେନ୍ଦ୍ର ଥନାପତିଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସୋନପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରୟାଲ ଫିଲ୍ଡ ହନୁମାନ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
#Sonepur #Binika #Charada #CongressOdisha #RIP #MahendraThanapati #SonepurNews #OdishaCongress #charda #SUBARNAPUR
Sonapur, Subarnapur (Sonepur) | Jul 13, 2026