Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

RISHABHKUNJ MASALA... A new brand

MORE NEWS

ସମୀକ୍ଷା ସାପ୍ତାହିକ ଖବରକାଗଜର ବିଂଶତମ ସ୍ଵନକ୍ଷେତ୍ର ସମାରୋହ ୨୦୨୬

ସମୀକ୍ଷା ସାପ୍ତାହିକ ଖବରକାଗଜର ବିଂଶତମ ସ୍ଵନକ୍ଷେତ୍ର ସମାରୋହ ୨୦୨୬

Sonapur, Subarnapur (Sonepur) | Aug 8, 2026

#ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି
ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ  ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି 
District Administration Subarnapur 
#district_administration_subarnapur #dist_admin_subarnapur #dfosubarnapur
#rishitv #hilights #trendingpost #lowwork

#ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork

Sonapur, Subarnapur (Sonepur) | Aug 8, 2026

#ବଲାଡୀ_ଉଚ୍ଚବିଦ୍ୟାଳୟ_ରେ_ଦୁର୍ନୀତି_ଅଭିଯୋଗ_ଆଣିଲେ
ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି। ପ୍ରତିବାଦ କଲେ ଦୁଃର୍ବ୍ୟବହାର କରାଯାଉଛି। ଏମିତି ଏକ ଘଟଣା ସୁବର୍ଣପୁର ଜିଲ୍ଲା  ସୋନପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡ଼ିରୁ ଆସିଛି ଅଭିଯୋଗ. 
 #Masseducation #rishitv #Masseducation 
#baladi #highschool #teacher #highlight 
#viralreelsシ #viralreels

#ବଲାଡୀ_ଉଚ୍ଚବିଦ୍ୟାଳୟ_ରେ_ଦୁର୍ନୀତି_ଅଭିଯୋଗ_ଆଣିଲେ ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି। ପ୍ରତିବାଦ କଲେ ଦୁଃର୍ବ୍ୟବହାର କରାଯାଉଛି। ଏମିତି ଏକ ଘଟଣା ସୁବର୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡ଼ିରୁ ଆସିଛି ଅଭିଯୋଗ. #Masseducation #rishitv #Masseducation #baladi #highschool #teacher #highlight #viralreelsシ #viralreels

Sonapur, Subarnapur (Sonepur) | Aug 5, 2026