Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଛେଣ୍ଡିପଦା: ଜରପଡା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୭୦ ହଜାର ଟଙ୍କା

Chhendipada, Angul | Aug 17, 2025
ଅନୁଗୁଳ ଜିଲ୍ଲା ଜରପଡା ଥାନା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମାଡ ମାରିବା ସହ ବାନ୍ଧି ଦେଇ ୨ଜଣ ଯୁବକ ୭୦ ହଜାର ଟଙ୍କା ଲୁଟିନେ ଥିବା ନେଇ ଜରପଡା ଥାନା ପକ୍ଷରୁ ରବିବାର ସକାଳ ୬ ଘଟିକା ସମୟରେ ସୂଚନା ମିଳିଛି ।ସୂଚନା ଅନୁସାରେ, ପରା ଗ୍ରାମର ରଞ୍ଜନ ସାହୁ ଜରପଡା ଆଇଓବି ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରପଡା ଠାରେ ଖୋଲିଛନ୍ତି । ସେଠାରୁ ସେ ସବୁଦିନ ପରି ସାଇକେଲ୍ ରେ ନିଜ ଗାଁ ପରା କୁ ଫେରୁଥିବା ବେଳେ ଜରପଡା କଲେଜ ଛକ ନିକଟରେ ୨ ଜଣ ଅଜଣା ଯୁବକ ଆସି ମାଡମାରିବା ସହ ବାନ୍ଧି ଦେଇ ଟଙ୍କା,ମୋବାଇଲ,ମେସିନ୍ ନେଇ ଫେରାର ହୋଇଯାଇଛନ୍ତି l