ପାଲଲହଡା: ଅଶ୍ୱିନୀ ହସ୍ପିଟାଲରେ ଆହତ ଗଣେଶ୍ୱରଙ୍କୁ ଭେଟିଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି
ପାଲଲହଡ଼ା ବ୍ଲକ କୁଞ୍ଜାମ ଗ୍ରାମର ଗଣେଶ୍ୱର ବେହେରା ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଧାୟକ ଅଶୋକ ମହାନ୍ତି ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।