ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶାକର୍ମୀ
ବିଧାନସଭା ସମ୍ମୁଖରେ ଗର୍ଜିଲେ ଆଶାକର୍ମୀ ଆସୋସିଏସନ l ସହ ସହ ଆଶାକର୍ମୀ ମହିଳା ମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବା ସହିତ ନିଜର ୧୭ ଦଫା ଦାବି ନେଇ PMG ରେ ଗର୍ଜିଛନ୍ତି। ମୋଦି ସରକରଙ୍କ ଶ୍ରମିକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି | ସେମାନଙ୍କ ଅଭିଯୋଗ ଅନୁସାରେ ସମସ୍ତଙ୍କ ଦାବି ସୁଣୁଛନ୍ତି ସରକାର ହେଲେ ଆମର ଗୋଟଏ ହେଲେବି ଦାବି ପୂରଣ କରିଲେନି ସରକାର l ବାରମ୍ବାର ସରକାରଙ୍କୁ ଜଣାଇବା ପରେବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଯାହାକୁ ନେଇ ଆଜି ଗାନ୍ଧୀ ମାର୍ଗ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମହିଳା।