ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: 2ଜଣ ଗଞ୍ଜେଇ ମାଫିଆଙ୍କୁ 20ବର୍ଷ ସଜା, ଭୁବନେଶ୍ୱର ରେ କୋର୍ଟରେ ପ୍ରତିକ୍ରିୟା ରଖିଲେ ସରକାରୀ ଓକିଲ ସଲିଳ ପ୍ରଧାନ
ପ୍ରଥମ ଦିନ କୋର୍ଟ ରେ ପ୍ରଥମ ସଜା | ୨ ଜଣ ଙ୍କୁ 20ବର୍ଷ ସଶ୍ରମ କାରାଦଣ୍ଡ | କାରାଦଣ୍ଡା ଦେଶ ଶୁଣାଇଲେ ଏଡିଜେ -୨ କୋର୍ଟ |2022ରେ 1କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ମାମଲା ରେ ୨ ଜଣଙ୍କୁ ଗିରଫ କରିଥିଲା ତମାଣ୍ଡୋ ଥାନା ପୋଲିସ | 12ଜଣ ସାକ୍ଷୀ ଙ୍କ ବୟାନ ଆଧାରରେ ହୋଇଛି ସଜା |ଜୋରିମାନା 1ଲକ୍ଷ ଟଙ୍କା ଅନାଦେୟ 1ବର୍ଷ ଅଧିକ କାରାଦଣ୍ଡ | ୨ ଅଭିଯୁକ୍ତ ପରମାନନ୍ଦ ସୁବୁଦ୍ଧି ବୋଲଗଡ଼ ଅଞ୍ଚଳରେ | ସମ୍ମିମ ଖାନ ଖୋର୍ଦ୍ଧା ଅଞ୍ଚଳରେ ଘର |