ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସାଂସଦ ପ୍ରତାପଷଡ଼ଙ୍ଗୀଙ୍କୁ ରାହୁଲଗାନ୍ଧୀ ଧକ୍କା ମାରିବା ପ୍ରସଙ୍ଗ,ବିଜେପିପାର୍ଟିଅଫିସରେବିଜେପି ରାଜ୍ୟସଭାପତି ମନମୋହନସାମଲଙ୍କ ପ୍ରତିକ୍ରିୟା
ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା | ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ । ଗଣତନ୍ତ୍ରରେ ଗୁଣ୍ଡା ଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପର୍ନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ 140 କୋଟି ଭାରତୀୟ ନିନ୍ଦା କରୁଛନ୍ତି । 75 ବର୍ଷର ଗଣତନ୍ତ୍ରର ଛବି ଆଜି ଖରାପ ହୋଇଛି ।