Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଲେ ଫରେଷ୍ଟର ଗାର୍ଡ ସିଲେକଟେଡ଼ କର୍ମଚାରୀ

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆଜି ଧାରଣାରେ ବସିଲେ ଫରେଷ୍ଟର ଗାର୍ଡ ସିଲେକଟେଡ଼ କର୍ମଚାରୀ | ଶାରୀରିକ ପରୀକ୍ଷା ଦାବିରେ ଧାରଣା ବସିଛନ୍ତି | 20 ସେପ୍ଟେମ୍ବର 2023 ରେ ଲିଖିତ ପରୀକ୍ଷା ସରିଯାଇଛି ..ହେଲେ ବର୍ଷେ ବିତି ଯାଇଥିଲେ ମଧ୍ୟ ..ଏ ପର୍ଯ୍ୟନ୍ତ ଶାରୀରିକ ପରୀକ୍ଷା ହୋଇନାହିଁ ..ପ୍ରଥମେ କହିଲେ ଏପ୍ରିଲ ମାସରେ ହେବ ..ତା ପରେ ସେପ୍ଟେମ୍ବର , ଅକ୍ଟୋବରରେ ପରୀକ୍ଷା ହେବ ବୋଲି କହିଲେ ..ହେଲେ ଡିସେମ୍ବର ଅଧା ହେଲାଣି ..କିନ୍ତୁ ଏ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର |