Public App Logo
Jansamasya
���ुलिस
Bjp
National
Bihar
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଧାନ ମଣ୍ଡିରେ ଚଳିବନି ଦଲାଲ ରାଜ, ଲୋକସେବା ଭବନରେ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

କଟନୀ ଛଟନୀ ବନ୍ଦ ନହେଲେ ହେବ କଡ଼ା ଆକ୍ସନ । ଧାନ ମଣ୍ଡିରେ ଚଳିବନି ଦଲାଲ ରାଜ । ଦଲାଲ ମାନଙ୍କ ଉପରେ ନିଆଯିବ ଦୃଢ଼ ଆକ୍ସନ । ଯେଉଁ ଅଫିସର ଦଳାଲଙ୍କୁ ସହାୟତା କରିବ ତାଙ୍କ ଉପରେ ବି ହେବ ଆକ୍ସନ । ପୁଣି ଥରେ ଚରମବାଣୀ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନୂଆପଡ଼ାରେ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଜଣେ ଅଫିସରଙ୍କୁ ଗତକାଲି ନିଲମ୍ବିତ କରାଯାଇଛି । ଆଜି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, କଟନୀ ଛଟଣୀ ବନ୍ଦ ନହେଲେ ଅଫିସର ମାନଙ୍କ ଉପରେ ହେବ ଆକ୍ସନ । ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ, ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଧାନ ମଣ୍ଡିରେ ଚଳିବନି ଦଲାଲ ରାଜ, ଲୋକସେବା ଭବନରେ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Bhubaneswar M Corp News