Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
subhrakantar_1
1
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନଥାନା ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଜବତ
Bhadrak Rural, Bhadrak
| Nov 4, 2025
MORE NEWS
ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି। #citykhabarbhadrak
Bhadrak Rural, Bhadrak | Jul 28, 2026
ଭଦ୍ରକ: ନଦୀବନ୍ଧ ଉପର ଦେଇ ବଢ଼ି ପାଣି ପ୍ରବାହିତ, ୭୦୦ ରୁ ଉର୍ଦ୍ଧ ଘର ଜଳ ବନ୍ଦୀରେ। ଭଦ୍ରକ ପୌରାଞ୍ଚଳ ୨୮ ଓ ୨୭ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି। #citykhabarbhadrak
Bhadrak Rural, Bhadrak | Jul 28, 2026
ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି। #citykhabarbhadrak
Bhadrak Rural, Bhadrak | Jul 28, 2026
ଭଦ୍ରକ: ବନ୍ୟା ଅଞ୍ଚଳ ବୁଲି ଦେଖୁଛନ୍ତି ଦାୟିତ୍ଵ ରେ ଥିବା ସାଳନ୍ଦୀ ନିର୍ବାହୀ ଯନ୍ତ୍ରୀ, ଅନେକ ସ୍ଥାନରେ ଘାଇ ସୃଷ୍ଟି ହେଇ ବିଭିନ୍ନ ଗାଁ ଗୁଡିକକୁ ସାଳନ୍ଦୀ ବଢ଼ି ପାଣି ପ୍ରବେଶ କରୁଛି। #citykhabarbhadrak
Bhadrak Rural, Bhadrak | Jul 28, 2026
ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବ୍ଲକ ଖଣ୍ଡ ତଡ଼ା ପଞ୍ଚାୟତ ମୌଦା ଆଦିବାସୀ ବସ୍ତି ଜଳମୟ। #citykhabarbhadrak
Bhadrak Rural, Bhadrak | Jul 28, 2026
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନଥାନା ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଜବତ - Bhadrak Rural News