ଭୋଗରାଇ: ଅର୍ଣ୍ଣବ ପ୍ରଭାବ: ଦିଘା ସମୁଦ୍ରରେ ଉତ୍ତାଳ ସ୍ଥିତି, ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଦିଘା ସମୁଦ୍ର ଅଶାନ୍ତ। କୂଳକୁ ମାଡ଼ି ଆସୁଛି ବିଶାଳ ଲହଡ଼ି। ପର୍ଯ୍ୟଟକମାନଙ୍କୁ ସମୁଦ୍ର ନିକଟକୁ ନ ଯିବାକୁ ଓ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।