ବୀରମିତ୍ରପୁର: ନୂଆଗାଁ ଦେବୀମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପୂର୍ଣ୍ଣ
ନୂଆଗାଁ ଦେବୀମନ୍ଦିର ପରିସରରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପୂର୍ଣ୍ଣ ହୋଇଯାଇଛି।ଗତ ଶୁକ୍ରବାର ଦିନ କଳସ ଯାତ୍ରା ହୋଇଥିବାବେଳେ ରବିବାର ପ୍ରାୟ ସକାଳୁ ଅଖଣ୍ଡ ନାମ ସଙ୍କୀର୍ତ୍ତନା ଆରମ୍ଭ ହୋଇଯାଇଥିଲା।ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ କୀର୍ତ୍ତନ ମଣ୍ଡଳୀ ଦଳ ଆସି ଅଖଣ୍ଡ ନାମ ସଂକୀର୍ତ୍ତନ ଉପସ୍ଥାପନ କରିଥିଲେ, ଯାହାକି ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆତ୍ମବିଭୋର କରିଦେଇଥିଲା।ପୂଜକ ଭାବେ ଭରତ ଚନ୍ଦ୍ର ମିଶ୍ର, କୌଳାସ ଦାଶ ଓ ଶରତ ଚନ୍ଦ୍ର