ବାଲେଶ୍ୱରରେ ବିଜେପିର ଗଣତନ୍ତ୍ର ବଞ୍ଚାଅ କର୍ମଶାଳା, ଯୋଗଦେଲେ ସାଂସଦ ଓ ବିଧାୟକ
Baleshwar, Balasore | Oct 23, 2026
ବାଲେଶ୍ୱର ଭେନ୍ୟା ପାରାଡାଇଜରେ ଅନୁଷ୍ଠିତ ହେଲା ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା। ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସଂଗଠନ ସୁଦୃଢ଼ ଓ ଜନହିତକାରୀ ନୀତି ସମ୍ପର୍କରେ ହୋଇଛି ଆଲୋଚନା।