ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରାରେ ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ହୋଇଛି ନୂଆଁଖାଇ ଭେଟଘାଟ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଏକତା ଓ ଭାଇଚାରାର ପ୍ରତୀକ। ଏହି ଭେଟଘାଟ ମାଧ୍ୟମରେ ଗଣ୍ଡ ସମାଜ ନିଜର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ସାମାଜିକ ଏକତାର ବାର୍ତ୍ତା ଦେଇଛି। #NuakhaiBhetghat #Kokasara #KalahandiNews #GandSamaj #Nuakhai2026 #WesternOdisha #OdiaCulture #TribalCulture #NuakhaiFestival #OdishaNews #CharchaTV