କଣ୍ଟାବାଞ୍ଜି: ଖଲିପଥରରେ ଦିବ୍ୟାଙ୍ଗଙ୍କୁ ମାଗଣା ଚିକିତ୍ସା ସହ ସହାୟକ ଉପକରଣ ବଣ୍ଟନ
ବେଲପଡ଼ା ବ୍ଲକର ଖଲିପଥର ଗ୍ରାମରେ ଅଲିମ୍ସ୍କୋ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୩୭ ଜଣ ହିତାଧିକାରୀଙ୍କୁ ହ୍ୱିଲ୍ଚେୟାର, କମୋଡ୍ ଚେୟାର, ଆଶାବାଡ଼ି ଓ ଅଣ୍ଟା ବେଲ୍ଟ ଭଳି ସହାୟକ ଉପକରଣ ମାଗଣାରେ ପ୍ରଦାନ କରାଯାଇଛି।