ପାରଳାଖେମୁଣ୍ଡି: MMJJM 2.0 ନିଯୁକ୍ତି: ପୁନଃନିଯୁକ୍ତି ଦାବି କଲେ ଜନଜାତି ଜୀବିକା ସାଥୀ
ଏମ୍ ଏମ୍ ଜେ ଜେ ଏମ୍ ୨.୦ରେ ପୁନଃନିଯୁକ୍ତି ଦାବି କଲେ ପୂର୍ବତନ ଜନଜାତି ଜୀବିକା ସାଥୀ। ଏନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲା ପ୍ରଶାସନଙ୍କୁ ଦିଆଗଲା ଦାବିପତ୍ର। ପୂର୍ବ ଅଭିଜ୍ଞତାକୁ ଭିତ୍ତି କରି ନିଯୁକ୍ତି ଦେବାକୁ କଲେ ଦାବି।