Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ତେଲକୋଇ: କନ୍ତଲେଇ ଗାଁ ଦାଢିଆ ସାହିରେ ହାତୀ ଲଢେଇ , ଦୀର୍ଘ ସମୟ ଲଢେଇ ଲାଗିରହିଥିବାରୁ ଅଞ୍ଚଳରେ ଭୟର ବାତ୍ତାବରଣ । ଭୟଙ୍କର ଶବ୍ଦରେ ଅଞ୍ଚଳ

Telkoi, Kendujhar | Nov 27, 2025
କନ୍ତଲେଇ ଗାଁ ଦାଢିଆ ସାହିରେ ହାତୀ ଲଢେଇ , ଦୀର୍ଘ ସମୟ ଲଢେଇ ଲାଗିରହିଥିବାରୁ ଅଞ୍ଚଳରେ ଭୟର ବାତ୍ତାବରଣ । ଭୟଙ୍କର ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ହେଉଛି । ଧାନ ଫସଲ ଜଗିରହିଥିବା ଚାଷୀ କଂ ମଧ୍ୟରେ ଭୟଙ୍କର ଆତଙ୍କ । ପାଖ ଗାଁ ଉଦୟଗିରି, ଗୋଳାଗାଢିଆ, ମଣ୍ଡେଇ ସାହି, ଦେଉଳଡିହା ଅଞ୍ଚଳର ବିଲହୁଡ଼ାରେ ଧାନ କୁ ଜଗି ରହିଥିବା ଚାଷୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ଆତଙ୍କ ।ତେଲକୋଇ ବନ ବିଭାଗର ସ୍ୱତନ୍ତ୍ର ଏକ ଟିମ ହାତୀଙ୍କୁ ତୀଷ୍ଖ ନଜର ରଖିଛି । ଆଜି ରାତ୍ରୀ ୧୧ଟା ୨୦ ମି. ସମୟର ସୂଚନା ।