Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଝରିଗାଁ: ଝରିଗାଁ ଶିବ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

Jharigan, Nabarangpur | Nov 5, 2025
ଆଜି ଆଜି କାର୍ତିକ ପୂର୍ଣ୍ଣିମା ହୋଇଥିବାରୁ ଭାରତ ବର୍ଷର ବିଭିନ୍ନ ମନ୍ଦିର ମାନଙ୍କରେ ଦେବ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି |ବିଶେଷ କରି ଝରିଗାଁ ବ୍ଲକର ଚନ୍ଦନଧାରା ଶିବ ମନ୍ଦିର, ଦେଉଳକୋଣା ଶିବ ମନ୍ଦିର ଓ ଯୋଗୀ ଡ଼ଙ୍ଗରି ସ୍ଥିତ ଶିବ ମନ୍ଦିରରେ ଅତ୍ୟଧିକ ଜନ ସମାରୋହ ଦେଖିବାକୁ ମିଳିଛି |