ଭୁବନେଶ୍ୱର: ଷ୍ଟାରସିଟିରେ ମା ଶିଖର ଚଣ୍ଡୀଙ୍କୁ ଦର୍ଶନ କଲେ ଗୋଲଖ ମହାପାତ୍ର
Bhubaneswar, Khordha | Oct 20, 2026
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଷ୍ଟାରସିଟି ଠାରେ ପବିତ୍ର ଦୁର୍ଗା ପୂଜା ଅବସରରେ ମା ଶିଖର ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ଗୋଲଖ ମହାପାତ୍ର। ସେ ଜଗତ କଲ୍ୟାଣ ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।