ଆକ୍ସନ ମୋଡ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବଣ୍ଡାଘାଟି ରାସ୍ତା କାମର ନିମ୍ନମାନର ଅଭିଯୋଗ ପାଇ ହଠାତ୍ ଘଟଣାସ୍ଥଳରେ ପହଞ୍ଚି କଲେ ତଦାରଖ, ବଣ୍ଡା ଘାଟିର ମୁଦୁଲିପୋଡ଼ାରୁ ତୁସେଇପଡା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଅଞ୍ଚଳବାସୀଙ୍କ ଠାରୁ ଅଭିଯୋଗ ମିଳିବାପରେ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି।
#MalkangiriNews #MLA #chitrokonda #Mangukhilla #Odisha #newodishatv