Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
newodishatv
4
#ଅଳ୍ପକେ_ବର୍ତ୍ତିଲେ_ବିଧାୟକ ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ। ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗଛ, ଉଡିଲା ଛପର। ଚିତ୍ରକୋଣ୍ଡାରେ ବିଧାୟକ ମଙ୍ଗୁ ଖିଲଙ୍କ ଗାଡ଼ି ଉପରେ ପଡିଲା ଗଛ। ଗାଡ଼ି ଭାଙ୍ଗିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି ବିଧାୟକ । ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ଫେରୁଥିଲେ ବିଧାୟକ। #Kalbaisakhi #ManguKhila #chitrokonda #Malkangiri #StormDamage #OdishaWeather #newodishatv
MV 79, Malkangiri
| Jun 10, 2026
#ଅଳ୍ପକେ_ବର୍ତ୍ତିଲେ_ବିଧାୟକ
#kalbaisakhi
#mangukhila
#chitrokonda
#malkangiri
#stormdamage
#odishaweather
#newodishatv
MORE NEWS
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ , ନୁନୁକାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମ ରେ ଥିବା ଗ୍ରାମ ପୋଖରୀ ଆଜକୁ ତିନି ବର୍ଷ ହେଲାଣି ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି #kishorenagar #anugal #odisha #newodishatv
MV 79, Malkangiri | Jun 13, 2026
ଆକ୍ସନ ମୋଡ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବଣ୍ଡାଘାଟି ରାସ୍ତା କାମର ନିମ୍ନମାନର ଅଭିଯୋଗ ପାଇ ହଠାତ୍ ଘଟଣାସ୍ଥଳରେ ପହଞ୍ଚି କଲେ ତଦାରଖ, ବଣ୍ଡା ଘାଟିର ମୁଦୁଲିପୋଡ଼ାରୁ ତୁସେଇପଡା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଅଞ୍ଚଳବାସୀଙ୍କ ଠାରୁ ଅଭିଯୋଗ ମିଳିବାପରେ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି। #MalkangiriNews #MLA #chitrokonda #Mangukhilla #Odisha #newodishatv
MV 79, Malkangiri | Jun 12, 2026
ଓଡ଼ିଶା-ଛତିଶଗଡ଼ ସୀମା ମାଥିଲି ଜଙ୍ଗଲରେ ମାଓବାଦୀ ଡ଼ମ୍ପ ଠାବ: ଇନସାସ ରାଇଫଲ, ଆଇଇଡି ଓ ବିସ୍ଫୋରକ ସାମଗ୍ରୀ ଜବତ #Odisha #Malkangiri #Chhattisgarh #Maoist #SecurityForces #BSF #DVF #PoliceOperation #INSASRifle #IED #BreakingNews #OdishaNews #IndiaNews #AntiNaxalOperation
MV 79, Malkangiri | Jun 9, 2026
ବୃଦ୍ଧ, ବିଧବା ଓ ବିକଳାଙ୍ଗଙ୍କ ୩ ମାସର ଭତା ବକେୟା, ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ #Malkangiri #CongressProtest #SocialSecurityPension #OldAgePension #WidowPension #DisabilityPension #PensionDelay #PensionBeneficiaries #OdishaNews #MalkangiriNews #PublicProtest #SocialWelfare #DistrictCongress #BreakingNews #LocalNews #Odisha #NewsUpdate #PensionRights #PeopleVoice #LatestNews
MV 79, Malkangiri | Jun 9, 2026