#ଘନ_କୁହୁଡ଼ି_ଯୋଗୁ_ଦୁର୍ଘଟଣା
#rishitv #accident #nationalhighway57
#Subarnapur #sonepur_odisha
୫୭ ନମ୍ବର ଜାତୀୟ ରାଜପଥର ହର୍ଡ଼ଖୋଲ କୁଲିପାଲି ମଧ୍ୟରେ ଘଟିଛି ଦୁର୍ଘଟଣା l ଧାନ କଟା ମେସିନ୍ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଲା OSTRC ବସ୍। ଅଳ୍ପକେ ବର୍ତ୍ତିଲେ ବସ୍ରେ ଥିବା ଯାତ୍ରୀ।
Sonapur, Subarnapur (Sonepur) | Nov 6, 2026