କଟକ ପୌରାଞ୍ଚଳ: କଟକ ବାଲିଯାତ୍ରା: ସ୍ୱାଭାବିକ ହେଲା ଦୋଳି ଚଳାଚଳ, ଦର୍ଶକଙ୍କ ପାଇଁ ଜାରି ହେଲା କଡ଼ା ନିୟମ
କଟକ ବାଲିଯାତ୍ରାରେ ଦୋଳି ଚଳାଚଳ ସ୍ୱାଭାବିକ। ସୁରକ୍ଷା ଯାଞ୍ଚ ପରେ ମିଳିଲା ଅନୁମତି। ଦୋଳିରେ ରିଲ୍ସ କରିବା, ସେଲ୍ଫି ନେବା ଓ ନିଶାସକ୍ତ ଅବସ୍ଥାରେ ଚଢ଼ିବା ଉପରେ ରୋକ। ସୁରକ୍ଷିତ ରହିବାକୁ ଜିଲ୍ଲା ପ୍ରଶାସନର ନିବେଦନ।