ଚିକିଟି: ପାତ୍ରପୁର RWSS ସହକାରୀ ଯନ୍ତ୍ରୀ ରୋବଟ ପ୍ରଧାନଙ୍କ ଟ୍ରାନ୍ସଫର ଓ ବିଦାୟ ସଭା
Chikiti, Ganjam | Sep 10, 2026
ପାତ୍ରପୁର ବ୍ଲକର RWSS ସହକାରୀ ଯନ୍ତ୍ରୀ ଶ୍ରୀ ରୋବଟ ପ୍ରଧାନଙ୍କ ଟ୍ରାନ୍ସଫର ଓ ବିଦାୟ ସଭାରେ ଚିକିଟି ବିଧାୟକ ଯୋଗ ଦେଇ ତାଙ୍କର କାର୍ଯ୍ୟକାଳକୁ ସ୍ୱୀକୃତି ଓ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।