ଝାରସୁଗୁଡା: ଝାରସୁଗୁଡ଼ାରେ ପାଳିତ ହେଲା ଜାତୀୟ ଏକତା ଦିବସ: ସର୍ଦ୍ଦାର ପଟେଲଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଓ ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ। ଏହି ଅବସରରେ ଏକ ଭବ୍ୟ ପରେଡ୍ ସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ନିଆଗଲା ସଂକଳ୍ପ।