ବାଲେଶ୍ୱର: କୁପାରି ହରେକୃଷ୍ଣ ମହତାବ କଲେଜ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା
Baleshwar, Balasore | Oct 27, 2026
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର କୁପାରି ହରେକୃଷ୍ଣ ମହତାବ କଲେଜରେ ନିର୍ବାଚନ ଅନିୟମିତତା ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଧାରଣା ପରେ ପ୍ରଶାସନର ହସ୍ତକ୍ଷେପ। ସମ୍ପ୍ରତି ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ପୋଲିସ ମୁତୟନ।